ଠଉର Ṭhaura

  • ଦେ. ବି. (ସଂ. ସ୍ଥିର) — ସ୍ଥିରତା — Certainty
  • ଦେ. ବି. (ସଂ. ସ୍ଥିର) — ଠାବ; ଦୃଢ଼ ଅବସ୍ଥିତ — Firm footing; stability
  • ଦେ. ବି. (ସଂ. ସ୍ଥିର) — (ଯଥା—ଶିଉଳିରେ ଗୋଡ଼ର ଠଉର ହେଲା ନାହିଁ।)
  • ଦେ. ବି. (ସଂ. ସ୍ଥିର) — ଇନ୍ଦ୍ରିୟଗୋଚର; ଅନୁଭବ — Perception; ken
  • ଦେ. ବି. (ସଂ. ସ୍ଥିର) — (ଯଥା—କୁହୁଡ଼ି ହେତୁ ବାଟର ଠଉର ହେଲା ନାହିଁ।)
  • ଦେ. ବି. (ସଂ. ସ୍ଥିର) — ନିଶ୍ଚୟାତ୍ମକ ଜ୍ଞାନ; ଠିକଣା — Knowing; ascertainment; certain knowledge; positive assurance
  • ଦେ. ବି. (ସଂ. ସ୍ଥିର) — ଅନୁମାନ — Guess
  • ଦେ. ବି. (ସଂ. ସ୍ଥିର) — (ଯଥା—ମୁଁ ତା କଥାରେ କିଛି ଠଉର ପାଇଲି ନାହିଁ।)
  • ବିଣ — ସ୍ଥିର; ଦୃଢ଼ସ୍ଥାୟୀ — Stable, firm
  • ବିଣ — ସ୍ଥିରୀକୃତ — Ascertained
  • ବିଣ — ଇନ୍ଦ୍ରିୟଦ୍ୱାରା ଅନୁଭୂତ — Perceived by the senses
  • ବିଣ — ଅନୁମିତ — Guessed