ଟୋକିବା Ṭokibā

  • ଦେ. କ୍ରି. (ସଂ. ଟୀକ୍ ଧାତୁ=ଟୀକା ଲେଖିବା; ତୁଳ. ତେ. ଖୁଟ୍ଟ, ତା. କୋଟ୍ଟ) — ଟିପିବା — To note down; to jot down
  • ଦେ. କ୍ରି. (ସଂ. ଟୀକ୍ ଧାତୁ=ଟୀକା ଲେଖିବା; ତୁଳ. ତେ. ଖୁଟ୍ଟ, ତା. କୋଟ୍ଟ) — ଦୋଷ ଦେଖାଇବା; ବାରିବା; ଖୁଣ୍ଟୁଣା ଦେବା — To point out faults; to reprove; to dissuade a person from doing a thing by pointing out defects
  • ଦେ. କ୍ରି. (ସଂ. ଟୀକ୍ ଧାତୁ=ଟୀକା ଲେଖିବା; ତୁଳ. ତେ. ଖୁଟ୍ଟ, ତା. କୋଟ୍ଟ) — ବୁଣି ଯାଇଥିବା; କୌଣସି କ୍ଷୁଦ୍ର ପଦାର୍ଥ (ଯଥା— ଶସ୍ୟାଦି) ଭୂମିରୁ ଖୁଣ୍ଟି କରି ଖାଇବା; ଖୁଣ୍ଟିବା — To eat by picking up small particles (e.g. of grain) scattered over the ground; to pick up
  • ଦେ. କ୍ରି. (ସଂ. ଟୀକ୍ ଧାତୁ=ଟୀକା ଲେଖିବା; ତୁଳ. ତେ. ଖୁଟ୍ଟ, ତା. କୋଟ୍ଟ) — କ୍ଷୁଦ୍ର କଠିନ ପଦାର୍ଥ (ଯଥା— ଚାଉଳ; ମୁଗ) ଗୋଟି ଗୋଟି କରି ଚୋବାଇ ଖାଇବା — To eat small particles of grains or hard things one by one by chewing
  • ଦେ. କ୍ରି. (ସଂ. ଟୀକ୍ ଧାତୁ=ଟୀକା ଲେଖିବା; ତୁଳ. ତେ. ଖୁଟ୍ଟ, ତା. କୋଟ୍ଟ) — ପକ୍ଷୀଙ୍କ ଆହାର ପରି ଅଳ୍ପମାତ୍ରାରେ ଖାଇବା — To eat scantily (like a bird)
  • ଦେ. କ୍ରି. (ସଂ. ଟୀକ୍ ଧାତୁ=ଟୀକା ଲେଖିବା; ତୁଳ. ତେ. ଖୁଟ୍ଟ, ତା. କୋଟ୍ଟ) — ଝୁଣ୍ଟିବା — Stumble; to trip in walking