ଟୁକୁଣା Ṭukuṇā

  • ଦେ. ବି. (ସ୍ତ. ସ୍ତୋକ=କ୍ଷୁଦ୍ର) — ପିତଳର ଛୋଟ ଗରା ବା ଢାଳ — Small brass jug
  • ଦେ. ବି. (ସ୍ତ. ସ୍ତୋକ=କ୍ଷୁଦ୍ର) — ବଟୁଳୀ ବା ପିତଳର ପାକ ପାତ୍ର — Brass cooking pot