ଟିକାଇତ Ṭikāita

  • ଦେ. ବି (ଏହାଙ୍କ ମୁଣ୍ଡରେ ଟିକା ବା ସମ୍ମାନସୁଚକ ଚିତା ଦିଆ ଯିବାରୁ) — ଯୁବରାଜ; ରାଜାଙ୍କର ଜ୍ୟେଷ୍ଠପୁତ୍ର; ରାଜ୍ୟର ଭାବୀ ଉତ୍ତରାଧିକାରୀ — The eldest prince; the heir-apparent to the throne
  • ଦେ. ବି (ଏହାଙ୍କ ମୁଣ୍ଡରେ ଟିକା ବା ସମ୍ମାନସୁଚକ ଚିତା ଦିଆ ଯିବାରୁ) — ରାଜଦ୍ୱାରରେ ବିଶିଷ୍ଟ ସମ୍ମାନର ଚିହ୍ନସ୍ୱରୁପ ଯେଉଁ ବ୍ଯକ୍ତିର କପାଳରେ ଟିକା ଦିଆଯାଇ ଥାଏ — A person specially honoured by the king by being given a mark of sandal on the brow
  • ଦେ. ବି (ଏହାଙ୍କ ମୁଣ୍ଡରେ ଟିକା ବା ସମ୍ମାନସୁଚକ ଚିତା ଦିଆ ଯିବାରୁ) — ଯୁବକ ରାଜା — A young king
  • ଦେ. ବି (ଏହାଙ୍କ ମୁଣ୍ଡରେ ଟିକା ବା ସମ୍ମାନସୁଚକ ଚିତା ଦିଆ ଯିବାରୁ) — ଟିକାଇତ ଅଷ୍ଟଦୁର୍ଗର କହଇ ଶ୍ୟାମ ଏକି ଆଚରିତ। କବିସୂର୍ଯ୍ୟ, କିଶୋରୀଚମ୍ପୂ ଟ. ଗୀତ।
  • ଦେ. ବି (ଏହାଙ୍କ ମୁଣ୍ଡରେ ଟିକା ବା ସମ୍ମାନସୁଚକ ଚିତା ଦିଆ ଯିବାରୁ) — 4 (ଲକ୍ଷଣାର୍ଥ) ଶ୍ରେଷ୍ଠବ୍ଯକ୍ତି — 4(ଲକ୍ଷଣାର୍ଥ) ଶ୍ରେଷ୍ଠବ୍ଯକ୍ତି—4. Chief
  • ଦେ. ବି (ଏହାଙ୍କ ମୁଣ୍ଡରେ ଟିକା ବା ସମ୍ମାନସୁଚକ ଚିତା ଦିଆ ଯିବାରୁ) — ଟିକାଇତ ତୁ ରସିକାଚକ୍ରେ ସିନା। କବିସୂର୍ଯ୍ୟ. ସଙ୍ଗୀତ