ଟାଳିବା Ṭāḻibā

  • ଦେ. କ୍ରି (ସଂ. ଟଳ୍ ଧାତୁ; ଣିଚ୍ ଟାଳି ଧାତୁ; ଟଳିବାର ଣିଜନ୍ତରୂପ) — ଟଳାଇବା; ବିଚଳିତ କରିବା; ଚାଳିତ କରିବା; ହୁଗୁଳାଇବା — To dislocate; to loosen
  • ଦେ. କ୍ରି (ସଂ. ଟଳ୍ ଧାତୁ; ଣିଚ୍ ଟାଳି ଧାତୁ; ଟଳିବାର ଣିଜନ୍ତରୂପ) — ମୂଳୋତ୍ପାଟନ କରିବା; ଓପାଡ଼ିବା — To uproot (as a tree)
  • ଦେ. କ୍ରି (ସଂ. ଟଳ୍ ଧାତୁ; ଣିଚ୍ ଟାଳି ଧାତୁ; ଟଳିବାର ଣିଜନ୍ତରୂପ) — ବଞ୍ଚନା କରିବା; ଭଣ୍ଡିବା; ଭଣ୍ଡାଇବା — To dodge; to deceive; to briok
  • ଦେ. କ୍ରି (ସଂ. ଟଳ୍ ଧାତୁ; ଣିଚ୍ ଟାଳି ଧାତୁ; ଟଳିବାର ଣିଜନ୍ତରୂପ) — ଛଳନା କରିବା — To pretend; to prevaricate
  • ଦେ. କ୍ରି (ସଂ. ଟଳ୍ ଧାତୁ; ଣିଚ୍ ଟାଳି ଧାତୁ; ଟଳିବାର ଣିଜନ୍ତରୂପ) — ଛଳନା ଦ୍ୱାରା କାଳକ୍ଷେପଣ କରିବା — To while time or put off under various pretexts; to evade; to dilly-dally
  • ଦେ. କ୍ରି (ସଂ. ଟଳ୍ ଧାତୁ; ଣିଚ୍ ଟାଳି ଧାତୁ; ଟଳିବାର ଣିଜନ୍ତରୂପ) — ମିଆଦ ଟାଳିଲା ପିଆଦା ପରାଏ ମାର ଝିଙ୍କେ ଆସୁ ଯାଉ। କବିସୂର୍ଯ୍ୟ. ସଙ୍ଗୀତ।
  • ଦେ. କ୍ରି (ସଂ. ଟଳ୍ ଧାତୁ; ଣିଚ୍ ଟାଳି ଧାତୁ; ଟଳିବାର ଣିଜନ୍ତରୂପ) — (ଗୁରୁଜନଙ୍କୁ) ଥଟ୍ଟା ବା ପରିହାସ କରିବା — To jest ones elders
  • ଦେ. କ୍ରି (ସଂ. ଟଳ୍ ଧାତୁ; ଣିଚ୍ ଟାଳି ଧାତୁ; ଟଳିବାର ଣିଜନ୍ତରୂପ) — (ଅଙ୍ଗୀକାର) ଅନ୍ଯଥା କରିବା — To break (one's promise)
  • ଦେ. କ୍ରି (ସଂ. ଟଳ୍ ଧାତୁ; ଣିଚ୍ ଟାଳି ଧାତୁ; ଟଳିବାର ଣିଜନ୍ତରୂପ) — (ଆଜ୍ଞା) ଅବଜ୍ଞା କରିବା; ଲଂଘନ କରିବା — To disobey (an order)
  • ଦେ. କ୍ରି (ସଂ. ଟଳ୍ ଧାତୁ; ଣିଚ୍ ଟାଳି ଧାତୁ; ଟଳିବାର ଣିଜନ୍ତରୂପ) — ଟଙ୍କଧର ପାଦେ କିଙ୍କର ଯାର ଟାଳିବ କେ ଆଜ୍ଞା ସଂସାରେ ତାର—ଅଭିମନ୍ୟୁ. ବିଦଗ୍ଧଚିନ୍ତାମଣି।
  • ଦେ. କ୍ରି (ସଂ. ଟଳ୍ ଧାତୁ; ଣିଚ୍ ଟାଳି ଧାତୁ; ଟଳିବାର ଣିଜନ୍ତରୂପ) — ନିଜର ଦାୟିତ୍ୱ ଅନ୍ଯ ଉପରେ ଲଦିଦେବା ବା ପକାଇଦେବା — To shirk one's responsibility to another
  • ଦେ. କ୍ରି (ସଂ. ଟଳ୍ ଧାତୁ; ଣିଚ୍ ଟାଳି ଧାତୁ; ଟଳିବାର ଣିଜନ୍ତରୂପ) — (ଆଦେଶ) ରଦ୍ କରିବା — To set aside (an order)