ଟାଙ୍ଗରା Ṭāṅgarā
- ଦେ. ବି — (ସଂ. ଟଙ୍କ) ରୋଗବିଶେଷ; ଯେଉଁ ରୋଗ ହେଲେ ମୁଣ୍ଡର ବାଳ ଉପୁଡ଼ି ଯାଏ; ଖଲ୍ୱାଟ; ମସ୍ତକର କେଶହୀନତା — Alopacia; baldness
- ଦେ. ବି — (ସଂ. ତ୍ର୍ୟଙ୍ଗଟ=ଶିକା) ତେଙ୍ଗଡ଼ା; ରନ୍ଧନଶାଳାରେ ହାଣ୍ଡି ଆଦି ରଖିବାରେ ମାଟିର ପିଣ୍ଡୀ ବା ଉଚ୍ଚ ସ୍ଥାନ — A grooved niche in the kitchen for keeping cooking pots
- ପ୍ରାଦେ. (ସମ୍ବଲପୁର; ଗଡ଼ଜାତ) ବିଣ — ପାହାଡ଼ିଆ ଓ ଉଦ୍ଭିଦ— ଶୂନ୍ଯ (ଭୂମି) — Barren and hilly (tract of land)
- ଦେ. ବିଣ — ଚନ୍ଧାମୁଣ୍ଡିଆ; ଯାହା ମୁଣ୍ଡର ମଝିରୁ ବାଳ ଯାକ ଉପୁଡ଼ି ଯାଇଥାଏ — Bald-headed
- ଦେ. ବିଣ — କେଶହୀନ (ମସ୍ତକ) — Bald (head)