ଟାଙ୍କୁଆ Ṭāṅkuā

  • ଦେ. ବି (ସଂ. ଟଙ୍କ=ପାହାଡ଼) — ଉଇ ହୁଙ୍କା ମଧ୍ୟରେ ଥିବା ଉଇ ବସା (ଏଥରୁ ଛତୁ ଜନ୍ମେ) — Matrix or mould or soft substance found inside the deep cavities of ant-hills from which mushrooms grow out
  • ପ୍ରାଦେ (ସିଂହଭୂମ ଓ ମେଦିନୀପୁର) ବି — ଆମ୍ବ ଟାକୁଆ — The seed of a mango fruit