ଟହଲାଇବା Ṭahalāibā
- ଦେ. କ୍ରି — ଟହଲିବା କ୍ରିୟାର ଣିଜନ୍ତରୂପ — The causative form of 'ṭahalibā'
- ଦେ. କ୍ରି — ଘୋଡ଼ା ଆଦିଙ୍କୁ ସ୍ୱାସ୍ଥ୍ୟରକ୍ଷା ନିମନ୍ତେ ପ୍ରତିଦିନ ସକାଳୁ ବୁଲାଇନେବା; ଶ୍ରମ ଅପନୋଦନାର୍ଥ ଚଲାଇବା — To take out for a walk; to walk up and down (a horse)
- ଦେ. କ୍ରି — ଘୋଡ଼ା ଚାରୋଟିକି ଯେ ଫିଟାଇଣ ଦେଲେ ଟହଲାଇ ସାରିଣ ଧରି ଛିଡ଼ା ହେଲେ—କୃଷ୍ଣସିଂହ. ମହାଭାରତ. ବନ।
- ଦେ. କ୍ରି — ବୁଲାଇବା; ଚଳାଇବା — To cause to move