ଟରକିବା Ṭarakibā

  • ଦେ. କ୍ରି. (ସଂ. ଟଳ ଧାତୁ; ସଂ. ସତର୍କ) — ତରକିବା; ଆସନ୍ନ ବିପଦ ବିଷୟରେ ପୂର୍ବରୁ ସତର୍କ— ହୋଇ କୌଣସି ସ୍ଥାନରୁ ଖସି ପଳାଇଯିବା — To steal or flee away from a place after scenting danger betimes