ଟଙ୍କିଆ Ṭaṅkiā

  • ଦେ. ବିଣ. (ସଂଖ୍ୟାବାଚକ ଅନ୍ଯ ଶଦ୍ଦସଙ୍ଗେ ଯୁକ୍ତ) — ଯହିଁର ମୂଲ୍ୟ ବା ପରିମାଣ ଏତେ ଟଙ୍କା ଅଟେ — Worth so many rupees
  • ଦେ. ବିଣ. (ସଂଖ୍ୟାବାଚକ ଅନ୍ଯ ଶଦ୍ଦସଙ୍ଗେ ଯୁକ୍ତ) — (ଯଥା—ଦଶଟଙ୍କିଆ ନୋଟ୍, ପାଞ୍ଚଟଙ୍କିଆ ଜୋଡ଼, ଆଠ ଟଙ୍କିଆ ଚାକିରି।)
  • ପ୍ରାଦେ. ବିଣ, (ଗଡ଼ଜାତ) — ଖରାପ ଗନ୍ଧ ବା ବାସନାଯୁକ୍ତ (ବାସି ତୋଡ଼ାଣି ବା ଭାତ) — Stale and had-smelling (food)
  • ପ୍ରାଦେ. ବିଣ, (ଗଡ଼ଜାତ) — (ଯଥା—ଏ ଭାତ ଭାରି ଟଙ୍କିଆ ବାସୁଛି)