ଝୁଣିବା Jhuṇibā

  • ଦେ. କ୍ରି.—(ସଂ. ଧୁର୍ର ଧାତୁ ହନନେ; ଏହି ଧାତୁରୁ ସଂ. ଧୁର୍ତ୍ତ ଧୂର୍ଣ୍ଣ; ଧୂର୍ଣ୍ଣରୁ ସଂ. ଝୁଣୀ=ଖୁରୁଡ଼ ହୋଇଅଛି; ତୁଳ ସଂ. ଧୂନୋତି) — ଟିକି ଟିକି କରି ଛିଣ୍ଡାଇବା — To tear to pieces or shreds
  • ଦେ. କ୍ରି.—(ସଂ. ଧୁର୍ର ଧାତୁ ହନନେ; ଏହି ଧାତୁରୁ ସଂ. ଧୁର୍ତ୍ତ ଧୂର୍ଣ୍ଣ; ଧୂର୍ଣ୍ଣରୁ ସଂ. ଝୁଣୀ=ଖୁରୁଡ଼ ହୋଇଅଛି; ତୁଳ ସଂ. ଧୂନୋତି) — ଶଙ୍ଗୀ ନଳା ତାହାର ଧରି ଝୁଣି ଦେବ। କୃଷ୍ଣସିଂହ, ମହାଭାରତ, ଆଦି।
  • ଦେ. କ୍ରି.—(ସଂ. ଧୁର୍ର ଧାତୁ ହନନେ; ଏହି ଧାତୁରୁ ସଂ. ଧୁର୍ତ୍ତ ଧୂର୍ଣ୍ଣ; ଧୂର୍ଣ୍ଣରୁ ସଂ. ଝୁଣୀ=ଖୁରୁଡ଼ ହୋଇଅଛି; ତୁଳ ସଂ. ଧୂନୋତି) — ରେକଟିବା; ଉପର୍ଯ୍ୟୁପରି ଦାନ୍ତରେ କାମୁଡ଼ିବା — To bite repeatedly; to gnaw
  • ଦେ. କ୍ରି.—(ସଂ. ଧୁର୍ର ଧାତୁ ହନନେ; ଏହି ଧାତୁରୁ ସଂ. ଧୁର୍ତ୍ତ ଧୂର୍ଣ୍ଣ; ଧୂର୍ଣ୍ଣରୁ ସଂ. ଝୁଣୀ=ଖୁରୁଡ଼ ହୋଇଅଛି; ତୁଳ ସଂ. ଧୂନୋତି) — କ୍ଷତବିକ୍ଷତ କରିବା — To wound
  • ଦେ. କ୍ରି.—(ସଂ. ଧୁର୍ର ଧାତୁ ହନନେ; ଏହି ଧାତୁରୁ ସଂ. ଧୁର୍ତ୍ତ ଧୂର୍ଣ୍ଣ; ଧୂର୍ଣ୍ଣରୁ ସଂ. ଝୁଣୀ=ଖୁରୁଡ଼ ହୋଇଅଛି; ତୁଳ ସଂ. ଧୂନୋତି) — ଝୁମି କାମ ସଙ୍ଗେ ଝୁଣି ଦେବି ସିନା। କବିସୂର୍ଯ୍ୟ, ଢୁମ୍ପାଗୀତ।
  • ଦେ. କ୍ରି.—(ସଂ. ଧୁର୍ର ଧାତୁ ହନନେ; ଏହି ଧାତୁରୁ ସଂ. ଧୁର୍ତ୍ତ ଧୂର୍ଣ୍ଣ; ଧୂର୍ଣ୍ଣରୁ ସଂ. ଝୁଣୀ=ଖୁରୁଡ଼ ହୋଇଅଛି; ତୁଳ ସଂ. ଧୂନୋତି) — ଦାନ୍ତରେ କାମୁଡ଼ି ଚୁଚୁମିବା ବା ଶୋଷିବା; ଦାନ୍ତରେ ଟାଣି ରସ ଶୁଷ୍କ କରିବା — To suck hard with pressed teeth
  • ଦେ. କ୍ରି.—(ସଂ. ଧୁର୍ର ଧାତୁ ହନନେ; ଏହି ଧାତୁରୁ ସଂ. ଧୁର୍ତ୍ତ ଧୂର୍ଣ୍ଣ; ଧୂର୍ଣ୍ଣରୁ ସଂ. ଝୁଣୀ=ଖୁରୁଡ଼ ହୋଇଅଛି; ତୁଳ ସଂ. ଧୂନୋତି) — (ଯଥା—ସତୁରୀ ବରଷର ବୁଢ଼ୀ ଆଈଙ୍କ କ୍ଷୀର ଥିବା ଥନକୁ ମାଆଛେଉଣ୍ଡ ଅବୁଝା ଜଗବନ୍ଧୁ ସବୁବେଳେ ଝୁଣୁଛି।)
  • ଦେ. କ୍ରି.—(ସଂ. ଧୁର୍ର ଧାତୁ ହନନେ; ଏହି ଧାତୁରୁ ସଂ. ଧୁର୍ତ୍ତ ଧୂର୍ଣ୍ଣ; ଧୂର୍ଣ୍ଣରୁ ସଂ. ଝୁଣୀ=ଖୁରୁଡ଼ ହୋଇଅଛି; ତୁଳ ସଂ. ଧୂନୋତି) — ଝିଙ୍କିବା — To pull with sudden jerks
  • ଦେ. କ୍ରି.—(ସଂ. ଧୁର୍ର ଧାତୁ ହନନେ; ଏହି ଧାତୁରୁ ସଂ. ଧୁର୍ତ୍ତ ଧୂର୍ଣ୍ଣ; ଧୂର୍ଣ୍ଣରୁ ସଂ. ଝୁଣୀ=ଖୁରୁଡ଼ ହୋଇଅଛି; ତୁଳ ସଂ. ଧୂନୋତି) — କମ୍ପାଇବା — To shake
  • ଦେ. କ୍ରି.—(ସଂ. ଧୁର୍ର ଧାତୁ ହନନେ; ଏହି ଧାତୁରୁ ସଂ. ଧୁର୍ତ୍ତ ଧୂର୍ଣ୍ଣ; ଧୂର୍ଣ୍ଣରୁ ସଂ. ଝୁଣୀ=ଖୁରୁଡ଼ ହୋଇଅଛି; ତୁଳ ସଂ. ଧୂନୋତି) — (ଯଥା ଶିର ଝୁଣିବା)
  • ଦେ. କ୍ରି.—(ସଂ. ଧୁର୍ର ଧାତୁ ହନନେ; ଏହି ଧାତୁରୁ ସଂ. ଧୁର୍ତ୍ତ ଧୂର୍ଣ୍ଣ; ଧୂର୍ଣ୍ଣରୁ ସଂ. ଝୁଣୀ=ଖୁରୁଡ଼ ହୋଇଅଛି; ତୁଳ ସଂ. ଧୂନୋତି) — ଅତି ବିରକ୍ତ କରିବା — To tease; to pester