ଝିଆଣିଆ Jhiāṇiā

  • ଦେ. ବି — ପରିବାରସ୍ଥ କନ୍ୟାସ୍ଥାନୀୟା ସ୍ତ୍ରୀଗଣ (ଯଥା—ଝିଆରୀ, ଭାଣିଜୀ) — Women of the status or position of the daughter in the family
  • ଦେ. ବିଣ — କନ୍ୟାସମ୍ବନ୍ଧୀୟ — Relating to a daughter
  • ଦେ. ବିଣ — କନ୍ୟାର ବ୍ଯବହାର— ଯୋଗ୍ୟ — Fit to be used by the daughters; fit to be given to a daughter
  • ଦେ. ବିଣ — କନ୍ଯା ଘରକୁ ପଠାଯିବାର ଉପଯୁକ୍ତ ବା ଅଳ୍ପ ମୂଲ୍ୟର (ବେଭାର) ଆଦି — (present) Economical or appropriate to be sent to the married daughter's house
  • ଦେ. ବିଣ — (ଯଥା—ଝିଆଣିଆ ବେଭାର ପାଇଁ ଅଳ୍ପଦାମର ଲୁଗା କିଣାଯିବ।)