ଝାମଯିବା Jhāma j̄ibā

  • ଦେ. କ୍ରି — ମୂର୍ଛିତ ହେବା — To have a fit; to swoon
  • ଦେ. କ୍ରି — ମନୋରମ ଚରମ ଦେଶ ଡେରିଛି ଝାମ ଯିବେ ଦାମ୍ଭିକେ ଦେଖିକରି। ଭଞ୍ଜ, କୋଟିବ୍ରହ୍ମାଣ୍ଡସୁନ୍ଦରୀ।