ଝାମ Jhāma
- ଦେ. ବି. (ସଂ. ଧ୍ମା ଧାତୁ=ଅଗ୍ନି ସଂଯୋଗ କରିବା) — ମଥାଭ୍ରମ — Feeling of giddiness
- ଦେ. ବି. (ସଂ. ଧ୍ମା ଧାତୁ=ଅଗ୍ନି ସଂଯୋଗ କରିବା) — ମୂର୍ଛା; ଝୋଲାମାରିବା — Fainting; swoon
- ଦେ. ବି. (ସଂ. ଧ୍ମା ଧାତୁ=ଅଗ୍ନି ସଂଯୋଗ କରିବା) — ବଇଜୟନ୍ତୀ ବ୍ଯୋମେ ଦିଗଦହନଭ୍ରମେ ଦେଖି ପଡ଼ିବେ ପର ଝାମେ ସେ। ଭଞ୍ଜ, ବୈଦେହୀଶବିଳାସ।
- ଦେ. ବି. (ସଂ. ଧ୍ମା ଧାତୁ=ଅଗ୍ନି ସଂଯୋଗ କରିବା) — ଅଗ୍ନିର ତାତି — Heat or blaze of fire
- ଦେ. ବି. (ସଂ. ଧ୍ମା ଧାତୁ=ଅଗ୍ନି ସଂଯୋଗ କରିବା) — ଅଗ୍ନିମାଣ୍ଡୁ; ଅପରାଧୀର ଜଳନ୍ତା ନିଆଁଉପରେ ଚାଳିବା ରୂପ ପରୀକ୍ଷା — The test through which accused persons were made to pass, in ancient times viz. of walking over burning charcoal to free themselves from false accusations
- ଦେ. ବି. (ସଂ. ଧ୍ମା ଧାତୁ=ଅଗ୍ନି ସଂଯୋଗ କରିବା) — ବିକଳ୍ପ ଥିଲେ ଦେବି ଅନଳେ ଝାସ ବିହନ୍ତି ଜନେ ଝାମ ଲାଗନ୍ତେ ଦୋଷ ଯେ। ଭଞ୍ଜ, ବୈଦେହୀଶବିଳାସ।
- ଦେ. ବି. (ସଂ. ଧ୍ମା ଧାତୁ=ଅଗ୍ନି ସଂଯୋଗ କରିବା) — ଗାଡ଼ିର ଚକର ପରିଧିରେ ବେଢ଼ିଥିବା ଲୌହବଳୟ — The outer ring of iron round the rim of a wheel
- ଦେ. ବି. (ସଂ. ଧ୍ମା ଧାତୁ=ଅଗ୍ନି ସଂଯୋଗ କରିବା) — ପଣାସଂକ୍ରାନ୍ତିରେ ଯେଉଁ ଦହକ ନିଆଁରେ ପାଟୁଆମାନେ ଚାଲନ୍ତି; ପଣାସଂକ୍ରାନ୍ତିରେ ବ୍ରତଧାରୀମାନେ ଯେଉଁ ନିଆଁଗଦାରେ ଚାଲନ୍ତି — The blazing fire over which devotees walk bare-footed on the Cha̲i̱tra saṁkrānti; heap of fire lit up on Paṇāsaṁkrānti for walking upon it
- ଦେ. ବି. (ସଂ. ଧ୍ମା ଧାତୁ=ଅଗ୍ନି ସଂଯୋଗ କରିବା) — (ସଂ. କ୍ଷାମ)—କ୍ଷୀଣ; ଦୁର୍ବଳ — 7. Lean; weak
- ଦେ. ବି. (ସଂ. ଧ୍ମା ଧାତୁ=ଅଗ୍ନି ସଂଯୋଗ କରିବା) — ଭେଦନ୍ତି ସୁନ୍ଦରୀ ହିଆ କମ୍ପି ହୁଏ ଝାମ। ଶିଶୁଶଙ୍କର, ଉଷାଭିଳାଷ।
- ଦେ. ବିଣ — ମୂର୍ଛିତ — Fainted; swooned