ଝଳେଇବା Jhaḻeibā
- ଦେ. କ୍ରି — ଝଳିବାର ଣିଜନ୍ତରୂପ — Causative of Jhaḻibā
- ଦେ. କ୍ରି — ଝାଳିବାର ଣିଜନ୍ତରୂପ — Causative of Jhāḻibā
- ଦେ. କ୍ରି — ପୂର୍ବ ସ୍ମୃତିକୁ ଜ୍ୱଳନ୍ତଭାବରେ ପ୍ରତିଭାତ କରାଇବା — To bring something vividly to one's recollection
- ଦେ. କ୍ରି — ସେ ସବୁ ଫ୍ରାନ୍ସର ଅତୀତ ଗୌରବକୁ ଝଳାଉଛି। ଉତ୍କଳ ସାହିତ୍ୟ 32। 4 — ସେ ସବୁ ଫ୍ରାନ୍ସର ଅତୀତ ଗୌରବକୁ ଝଳାଉଛି ଉତ୍କଳ ସାହିତ୍ୟ32 4
- ଦେ. କ୍ରି — ସଂଲଗ୍ନ କରାଇବା; ମିଶାଇବା — To cause to stick or adhere
- ଦେ. କ୍ରି — ଝଳାଅ କୁଞ୍ଜରକୁମ୍ଭସ୍ଥଳାକୃତି ଛାତିରେ—କବିସୂର୍ଯ୍ୟ, ସଙ୍ଗୀତ।