ଝଳିବା Jhaḻibā

  • ଦେ. କ୍ରି (ସଂ. ଚଳ୍ ଧାତୁ; ଜ୍ୱଳ ଧାତୁ) — ଚିକ୍କଣ ହେବା — To be glossy
  • ଦେ. କ୍ରି (ସଂ. ଚଳ୍ ଧାତୁ; ଜ୍ୱଳ ଧାତୁ) — ଶୋଭା ପାଇବା — To be beautiful
  • ଦେ. କ୍ରି (ସଂ. ଚଳ୍ ଧାତୁ; ଜ୍ୱଳ ଧାତୁ) — ଚାରୁ ରୋମାଳି ଝରି କର ସତ। ଭଞ୍ଜ, ପ୍ରେମସୁଧାନିଧି।
  • ଦେ. କ୍ରି (ସଂ. ଚଳ୍ ଧାତୁ; ଜ୍ୱଳ ଧାତୁ) — ଜକଜକ ହେବା; ଚକ୍ଚକ୍ କରିବା; କାନ୍ତି ପ୍ରକାଶ କରିବା; ଝଟକିବା — To glitter; to glisten
  • ଦେ. କ୍ରି (ସଂ. ଚଳ୍ ଧାତୁ; ଜ୍ୱଳ ଧାତୁ) — କାହିଁ ତଲବାର ଖେଳବାଡ଼ କରେ ବିଜୁଳି ପରାୟେ ଝଳେ ସୌରକରେ। ରାଧାନାଥ, ନନ୍ଦିକେଶ୍ୱରୀ।
  • ଦେ. କ୍ରି (ସଂ. ଚଳ୍ ଧାତୁ; ଜ୍ୱଳ ଧାତୁ) — ପ୍ରବେଶ କରିବା — To enter into
  • ଦେ. କ୍ରି (ସଂ. ଚଳ୍ ଧାତୁ; ଜ୍ୱଳ ଧାତୁ) — ଗଞ୍ଜାଇକି ଜିଣି ଲାଗି ତାର ପୁଣି ରଞ୍ଜାଇଲା ମନେ ଝଳି। କବିସୂର୍ଯ୍ୟ, କିଶୋରୀଚମ୍ପୂ, ଗ ଗୀତ।
  • ଦେ. କ୍ରି (ସଂ. ଚଳ୍ ଧାତୁ; ଜ୍ୱଳ ଧାତୁ) — (ଦୁଇ ପଦାର୍ଥ) ଏକତ୍ର ଅବିଭକ୍ତ ଭାବରେ ମିଶିବା; ସଂଲଗ୍ନ ହେବା; ଜଡ଼ିଯିବା — To be inextricably mixed together; to stick to
  • ଦେ. କ୍ରି (ସଂ. ଚଳ୍ ଧାତୁ; ଜ୍ୱଳ ଧାତୁ) — କାହା କୁତୁରା କୁରୁଳୀ, କପୋଳେ ଯାଇଛି ଝଳି। ଦୀନକୃଷ୍ଣ, ରସକଲ୍ଲୋଳ।
  • ଦେ. କ୍ରି (ସଂ. ଚଳ୍ ଧାତୁ; ଜ୍ୱଳ ଧାତୁ) — ଧାତୁଖଣ୍ଡଦ୍ୱାରା ଏକତ୍ର ସଂଯୁକ୍ତ ହେବା; ଝଳାହେବା। — To be soldered to each other
  • ଦେ. କ୍ରି (ସଂ. ଚଳ୍ ଧାତୁ; ଜ୍ୱଳ ଧାତୁ) — କ୍ଷରିବା; ବୋହିବା; ଝରିବା — To drop down; to fall down by drops; to drip
  • ଦେ. କ୍ରି (ସଂ. ଚଳ୍ ଧାତୁ; ଜ୍ୱଳ ଧାତୁ) — ବନସ୍ପତି-ପତ୍ରୁଁ ଜ୍ୟୋସ୍ନା ପଡ଼େ ଝଳି । ରାଧାନାଥ, ନନ୍ଦିକେଶ୍ୱରୀ।