ଝର୍ଝର Jharjhara
- ସଂ. ବି. (ଝର୍ଝ ଧାତୁ=ଶବ୍ଦ କରିବା+କର୍ତ୍ତୃ. ଅର) — କଳିଯୁଗ — The Kali or Iron age
- ସଂ. ବି. (ଝର୍ଝ ଧାତୁ=ଶବ୍ଦ କରିବା+କର୍ତ୍ତୃ. ଅର) — ନଦବିଶେଷ — Name of a river
- ସଂ. ବି. (ଝର୍ଝ ଧାତୁ=ଶବ୍ଦ କରିବା+କର୍ତ୍ତୃ. ଅର) — ଝରଣାରୁ ପାଣି ତଳେ ପଡ଼ିବାର ଶବ୍ଦ; ଉଚ୍ଚରୁ ତଳକୁ ଜଳ ବେଗରେ ପଡ଼ିବାର ଶବ୍ଦ — Sound of falling water; pattering sound
- ସଂ. ବି. (ଝର୍ଝ ଧାତୁ=ଶବ୍ଦ କରିବା+କର୍ତ୍ତୃ. ଅର) — ଗିରି ଗହନରେ ଝରଇ ନିର୍ଝର ଝର୍ଝର ଶୁଭଇ ଧ୍ୱନି। ନନ୍ଦକିଶୋର. ନିର୍ଝରିଣୀ।
- ସଂ. ବି. (ଝର୍ଝ ଧାତୁ=ଶବ୍ଦ କରିବା+କର୍ତ୍ତୃ. ଅର) — ବାଦ୍ୟଯନ୍ତ୍ରବିଶେଷ; ତାସା — A kind of kettle-drum (which is struck with small twigs and makes a pattering sound
- ସଂ. ବି. (ଝର୍ଝ ଧାତୁ=ଶବ୍ଦ କରିବା+କର୍ତ୍ତୃ. ଅର) — ଝାଞ୍ଜ — Thin and cymbals
- ସଂ. ବି. (ଝର୍ଝ ଧାତୁ=ଶବ୍ଦ କରିବା+କର୍ତ୍ତୃ. ଅର) — ହସ୍ତ ବଳୟ ପଦ କଟକର ସ୍ୱନ ପ୍ରଖର ମର୍ଦ୍ଦକ ଝର୍ଝର । ଭଞ୍ଜ, ପ୍ରେମସୁଧାନିଧି।
- ସଂ. ବି. (ଝର୍ଝ ଧାତୁ=ଶବ୍ଦ କରିବା+କର୍ତ୍ତୃ. ଅର) — ବେତ୍ରନିର୍ମିତ ଦଣ୍ଡବିଶେଷ (ଜ୍ଞାନେନ୍ଦ୍ର) — A kind of stick or staff of cane
- ସଂ. ବି. (ଝର୍ଝ ଧାତୁ=ଶବ୍ଦ କରିବା+କର୍ତ୍ତୃ. ଅର) — ଜାଲିଚଟୁ — A sieve-like ladle
- ସଂ. ବି. (ଝର୍ଝ ଧାତୁ=ଶବ୍ଦ କରିବା+କର୍ତ୍ତୃ. ଅର) — ହିରଣ୍ୟାକ୍ଷ ଅସୁରର ଏକ ପୁତ୍ରର ନାମ — Name of a son of demon Hiraṇyāksha
- ସଂ. ବି. (ଝର୍ଝ ଧାତୁ=ଶବ୍ଦ କରିବା+କର୍ତ୍ତୃ. ଅର) — ଗୋଡ଼ରେ ପିନ୍ଧାଯିବା ଗହଣାବିଶେଷ (ହି. ଶବ୍ଦସାଗର) — A kind of ornament for the leg