ଝମକ ଝମକ Jhamaka jhamaka

  • ଦେ. ଅ. (ଧ୍ୱନ୍ୟନୁକରଣ) — ଝାଞ୍ଜ ମୃଦଙ୍ଗାଦି ବାଦ୍ୟ ବାଜିବାର ଶବ୍ଦ — Clank of cymbals and drums
  • ଦେ. ଅ. (ଧ୍ୱନ୍ୟନୁକରଣ) — ଝମକ ଝମକ ତାଳ ଝମକେ—ପ୍ରାଚୀ, ରହସ୍ୟମଞ୍ଜରୀ।