ଝଞ୍ଝାଳ Jhan̄jhāḻa

  • ଦେ. ବି. (ସଂ. ଝଞ୍ଜା) — ଧାତବ ବାଦ୍ୟ ବିଶେଷ; ଝାଞ୍ଜ — Metallic cymbals
  • ଦେ. ବି. (ସଂ. ଝଞ୍ଜା) — ସଜାଇ ବାଦ୍ୟ ଘଣ୍ଟାଟେକ ତାଳ ଝଞ୍ଜାଳ ଯେ ତାନ୍ତ୍ରେକ। ଯଶୋବନ୍ତ, ପ୍ରେମଭକ୍ତି ଗୀତା।