ଜୟାପୀଡ଼ Jayāpīṟḍ̠a
- ସଂ. ବି. (ନାମ) — ଖ୍ରୀଷ୍ଟୀୟ 8 ମ ଶତାବ୍ଦୀର କାଶ୍ମୀରର ଏକ ରାଜା — ଖ୍ରୀଷ୍ଟୀୟ8ମ ଶତାବ୍ଦୀର କାଶ୍ମୀରର ଏକ ରାଜା—Name of a king of Kashmere of the 8th century A. D
- ସଂ. ବି. (ନାମ) — [ଦ୍ର—ଏ ଦିଗ୍ବିଜୟ କରିବାକୁ ରାଜଧାନୀରୁ ବାହାରି ଥିଲେ; ବାଟରେ ସୈନ୍ୟମାନେ ଏହାକୁ ଛାଡ଼ି ପଳାଇ ଗଲେ। ଏ ଆଉ ରାଜ୍ୟକୁ ନ ଫେରି ପ୍ରୟାଗକୁ ଆସିଲେ ଓ ସେଠାରେ ଏଗାର ହଜାର ଏକ ଶହ ଏଗାର ଘୋଡ଼ା ଦାନ କଲେ। ହି. ଶବ୍ଦସାଗର]