ଜୟସିଂହ Jaya-siṁha

  • ଦେ. ବି. (ନାମ) — ଗଞ୍ଜାମ ଜିଲ୍ଲା ଧରାକୋଟ ରାଜ୍ୟର ଜନୈକ ସ୍ୱର୍ଗୀୟ ପଣ୍ଡିତ ରାଜା — Name of a learned king of Dharākoṭa in Ganjam district
  • ଦେ. ବି. (ନାମ) — [ଦ୍ର—ଏ ଜଣେ ସଂସ୍କୃତଜ୍ଞ ପଣ୍ଡିତ ଓ କବି ଥିଲେ। 'ମହାଭାରତ', 'କ୍ଷେତ୍ରମହାତ୍ମ୍ୟ' ଓ 'ଭଗବତ୍ଗୀତା' ଏହାଙ୍କ ରଚିତ ଗ୍ରନ୍ଥ। ଏ ବିଖ୍ୟାତ କବି କୃଷ୍ଣସିଂହଙ୍କ ଜ୍ଯେଷ୍ଠତାତ ଥିଲେ—ତାରିଣୀ, ଉତ୍କଳ ସାହିତ୍ୟର ଇତିହାସ।]