ଜ୍ୱଳିବା Jwaḻibā

  • ଦେ. କ୍ରି. (ସଂ ଜ୍ୱଳ ଧାତୁ) — ଜଳିବା; ଦୀପ୍ତ ହେବା — To burn; to blaze
  • ଦେ. କ୍ରି. (ସଂ ଜ୍ୱଳ ଧାତୁ) — ଜ୍ୱଳି କରିବ ତାକୁ ତ୍ରାସେ କାତର। ରାଧାନାଥ, ମେଘଦୂତ।