ଜୋଡ଼ିବା Joṟḍ̠ibā
- ଦେ. କ୍ରି. (ସଂ. ଜୁଡ଼୍ ଧାତୁ=ବନ୍ଧନ କରିବା) — ଦୁଇଟି ପଦାର୍ଥ ବା ଅଂଶକୁ ଏକତ୍ର ସଂଯୁକ୍ତ କରିବା — To unite; to join together to things or parts
- ଦେ. କ୍ରି. (ସଂ. ଜୁଡ଼୍ ଧାତୁ=ବନ୍ଧନ କରିବା) — ଏକାଧିକ ସଂଖ୍ୟାକୁ ମିଶାଇବା — To add up numbers
- ଦେ. କ୍ରି. (ସଂ. ଜୁଡ଼୍ ଧାତୁ=ବନ୍ଧନ କରିବା) — ହିସାବ ମିଳାଇବା — To square up an account
- ଦେ. କ୍ରି. (ସଂ. ଜୁଡ଼୍ ଧାତୁ=ବନ୍ଧନ କରିବା) — ଗୀତ ବା ପଦ୍ଯାଦି ରଚନା କରିବା — To compose a song or poem
- ଦେ. କ୍ରି. (ସଂ. ଜୁଡ଼୍ ଧାତୁ=ବନ୍ଧନ କରିବା) — ପୃଥଗବସ୍ଥିତ ଉପାଦାନମାନଙ୍କୁ ଏକତ୍ର ସଂଗ୍ରହ କରିବା — To bring together various materials
- ଦେ. କ୍ରି. (ସଂ. ଜୁଡ଼୍ ଧାତୁ=ବନ୍ଧନ କରିବା) — ଭାଙ୍ଗିଯାଇଥିବା ପଦାର୍ଥର ଅଂଶକୁ ଅଠା ଅଦି ଦ୍ୱାରା ସଂଯୋଜିତ କରିବା ବା ଝାଳିବା — To join or solder together two broken parts