ଜୁରମାର Jura-māra

  • ଦେ. ବି — ଛାରଖାର; ଇତସ୍ତତଃ ବିକ୍ଷେପ — Depredation; devastation
  • ଦେ. ବି — ଲୁଟପାଟ — Plundering
  • ଦେ. ବି — ବିନାଶ; ଚୁରମାର — Destruction
  • ବିଣ — ବିନଷ୍ଟ — Devastated; destroyed
  • ବିଣ — ଲୁଣ୍ଠିତ — Looted