ଜିବ୍ରା Jibrā

  • ବୈଦେ. ବି. (ଆଫ୍ରିକା ଦେଶଭାଷାରୁ ଆନୀତ ଶବ୍ଦ; ଇଂ ଜେବ୍ରା) — ଘୋଟକ ଓ ଗର୍ଦ୍ଦଭଆକୃତିବିଶିଷ୍ଟ ବନ୍ୟଜନ୍ତୁବିଶେଷ — The Zebra
  • ବୈଦେ. ବି. (ଆଫ୍ରିକା ଦେଶଭାଷାରୁ ଆନୀତ ଶବ୍ଦ; ଇଂ ଜେବ୍ରା) — [ଦ୍ର—ଏହା ଆଫ୍ରିକାରେ ଦେଖାଯାଏ। ଏହାର ହଳଦିଆ ଦେହରେ କଳା ଡୋରି ବା ପଟା ପଡ଼ିଥାଏ। ଏହା ଗୋଟିଏ ଦ୍ରୁତଗାମୀ ପଶୁ।]