ଜାୟାଘ୍ନ Jāyāghna
- ସଂ. ବି — ଫଳିତ ଜ୍ୟୋତିଷୋକ୍ତ ଜନ୍ମକୁଣ୍ଡଳୀର ଯୋଗବିଶେଷ — Name of an astrological conjuction in the horoscope of a person
- ସଂ. ବି — [ଦ୍ର—ଜାତକରେ ଲଗ୍ନର 7 ମ ସ୍ଥାନରେ ମଙ୍ଗଳ ବା ରାହୁ ଥିଲେ ଏ ଯୋଗ ହୁଏ। ଯେଉଁ ପୁରୁଷର ଏପରି ଘଟେ ତାହାର ସ୍ତ୍ରୀ ବହୁଦିନ ବଞ୍ଚେ ନାହିଁ।] — [ଦ୍ର—ଜାତକରେ ଲଗ୍ନର7ମ ସ୍ଥାନରେ ମଙ୍ଗଳ ବା ରାହୁ ଥିଲେ ଏ ଯୋଗ ହୁଏ ଯେଉଁ ପୁରୁଷର ଏପରି ଘଟେ ତାହାର ସ୍ତ୍ରୀ ବହୁଦିନ ବଞ୍ଚେ ନାହିଁ]
- ବିଣ — ଯେଉଁ ବ୍ଯକ୍ତିର ଜାତକରେ ଉପରୋକ୍ତ ଯୋଗ ଥାଏ — (a person) Who has got the above conjuction in his horoscope