ଜାହ୍ନବୀ Jāhnabī

  • ସଂ. ବି. ସ୍ତ୍ରୀ. (ଜହ୍ନୁ=ମୁନି ବିଶେଷ+ଅପତ୍ୟାର୍ଥରେ ଅ +ସ୍ତ୍ରୀ ଈ) — ଗଙ୍ଗା; ଭାଗୀରଥୀ — The river Ganges
  • ସଂ. ବି. ସ୍ତ୍ରୀ. (ଜହ୍ନୁ=ମୁନି ବିଶେଷ+ଅପତ୍ୟାର୍ଥରେ ଅ +ସ୍ତ୍ରୀ ଈ) — [ଦ୍ର—ଜହ୍ନୁମୁନିଙ୍କ ଜଂଘରୁ ଗଙ୍ଗା ବାହାରି ଥିବା କଥା ପୁରାଣରେ ବର୍ଣ୍ଣିତ ଅଛି।'ଜହ୍ନୁ' ତଳେ ନୋଟ୍ ଦେଖ।]