ଜାମ୍ବବ Jāmbaba
- ସଂ. ବି. (ଜମ୍ବୁ+ଫଳାର୍ଥେ. ଅ) — ଜାମୁକୋଳି — Black-berry
- ସଂ. ବି. (ଜମ୍ବୁ+ଫଳାର୍ଥେ. ଅ) — ଜାମ୍ବୁନଦ; ସୁନା — Gold
- ସଂ. ବି. (ଜମ୍ବୁ+ଫଳାର୍ଥେ. ଅ) — ରାମାୟଣବର୍ଣ୍ଣିତ ଭାଲୁମାନଙ୍କ ରାଜା; ଜାମ୍ବବାନ୍ — Jāmbabān, the king of bears (mentioned in the Rāmāyaṇa)
- ସଂ. ବି. (ଜମ୍ବୁ+ଫଳାର୍ଥେ. ଅ) — ଜାମୁକୋଳିରୁ ପ୍ରସ୍ତୁତ ମଦ — Spirit distilled from black berries