ଜାମୁକି Jāmuki
- ଦେ. ବି — ବାଣୁଆମାନେ ବନ୍ଧୁକର ପାର୍ଶସ୍ଥ ରନ୍ଧ୍ରରେ ନିଆଁ ଲଗାଇବା ପାଇଁ ଯେଉଁ ଦଉଡ଼ିରେ ନିଆଁ ରଖିଥାଆନ୍ତି; ଶଳିତା; ପଳିତା — A cord lighted with fire to ignite a matchlock; match of a gun
- ଦେ. ବି — ବାରୁଦ ଗୁଳି ଗୁଳା ଭାର ଭାର ରଞ୍ଜକ ଜାମୁକି ନିଆଁ ପଥର—ବ୍ରଜନାଥ, ସମରତରଙ୍ଗ।
- ଦେ. ବି — ଝାଆଁରା (ଦେଖ) — Jhā-āñrā (See)