ଜାମିତ୍ର Jāmitra
- ସଂ. ବି. (ଜାମି=ସ୍ତ୍ରୀ+ତ୍ରୈ ଧାତୁ=ତ୍ରାଣ କରିବା+ କର୍ତ୍ତୃ. ଅ; ଏହି ଅର୍ଥରେ ତୁଳ. ଗ୍ରୀକ. ଡାଇଆମେଟ୍ରନ) — (ଫଳିତ ଜ୍ୟୋତିଷ) ଲଗ୍ନର ସପ୍ତମ ସ୍ଥାନ — (astrology) The 7th house from one's natal sign
- ସଂ. ବି. (ଜାମି=ସ୍ତ୍ରୀ+ତ୍ରୈ ଧାତୁ=ତ୍ରାଣ କରିବା+ କର୍ତ୍ତୃ. ଅ; ଏହି ଅର୍ଥରେ ତୁଳ. ଗ୍ରୀକ. ଡାଇଆମେଟ୍ରନ) — [ଦ୍ର—ମତାନ୍ତରେ ଏହି ଶବ୍ଦ 'ଜାୟାମିତ୍ର' ଶବ୍ଦରୁ ନିଷ୍ପନ୍ନ, କାରଣ ଲଗ୍ନରେ 7 ମ ସ୍ଥାନ ସ୍ତ୍ରୀର ଭାଗ୍ୟସୂଚନା କରେ।] — [ଦ୍ର—ମତାନ୍ତରେ ଏହି ଶବ୍ଦ 'ଜାୟାମିତ୍ର' ଶବ୍ଦରୁ ନିଷ୍ପନ୍ନ, କାରଣ ଲଗ୍ନରେ7ମ ସ୍ଥାନ ସ୍ତ୍ରୀର ଭାଗ୍ୟସୂଚନା କରେ]