ଜାତ୍ୟଂଶ Jātyaṁṡa
- ଦେ. ବି. (ସଂ. ଜାତି+ ଅଂଶ) — ବ୍ଯକ୍ତିବିଶେଷରେ କୁଳ ବା ଜାତିସମ୍ବନ୍ଧୀୟ ଅବସ୍ଥିତି — Position according to a person's caste
- ଦେ. ବି. (ସଂ. ଜାତି+ ଅଂଶ) — (ଯଥା—ସେ ଆପଣଙ୍କଠାରୁ ଜାତ୍ୟଂଶରେ ହୀନ ନୁହେଁ ମାତ୍ର ନିର୍ଧନ।)
- ଦେ. ବି. (ସଂ. ଜାତି+ ଅଂଶ) — ବଂଶ; କୁଳ; ଗୋତ୍ର — Family
- ଦେ. ବି. (ସଂ. ଜାତି+ ଅଂଶ) — ଉପଜାତି; ଜାତିମଧ୍ୟସ୍ଥ ବିଭାଗ — Sub-caste