ଜାଦା Jādā

  • ବୈଦେ. ବି. ପୁଂ (ଫା) — ପୁତ୍ର — Son
  • ବୈଦେ. ବି. ପୁଂ (ଫା) — [ଦ୍ର—ଏହା ଅନ୍ଯ ଶବ୍ଦ ସଙ୍ଗେ ବ୍ଯବହୃତ ହୁଏ; ଯଥା—ହାରମଜାଦା, ହାରାମଜାଦୀ, ସାହାଜାଦା, ସାହାଜାଦୀ, ନବାବ୍ଜାଦା, ସାହେବଜାଦା ଇତ୍ୟାଦି।]