ଜାଣି Jāṇi
- ଦେ. (ପଦ୍ଯ) ଅ — ତୁଲ୍ୟ; ପରି — like
- ଦେ. (ପଦ୍ଯ) ଅ — କଳିତ କୋମଳ ବହୁଲତାର ତା ଠାଣି, ଶିରିଷ ମାଳାରେ କୋକନଦ ଝୁମ୍ପାଜାଣି। ଶିଶୁଶଙ୍କର, ଉଷାଅଭିଳାଷ।
- ଦେ. (ପଦ୍ଯ) ଅ — ଫଳତଃ ଫଳରେ — As a matter of fact
- ଦେ. (ପଦ୍ଯ) ଅ — ଏହି ଲୋକଟି ଜାଣି ତା ଦୁଃଖ ହରିଛି। କୁନ୍ତାଳାକୁମାରୀ, ନଅତୁଣ୍ଡୀ।