ଜଳ୍ପିବା Jaḻpibā

  • ଦେ. (ପଦ୍ଯ) କ୍ରି.—(ସଂ. ଜଳ୍ପ ଧାତୁ) — ବୃଥା ଗଳ୍ପ କରିବା — To be engaged in idle talk
  • ଦେ. (ପଦ୍ଯ) କ୍ରି.—(ସଂ. ଜଳ୍ପ ଧାତୁ) — ଆସନ୍ତି ପୁଜକ ଦଳ ଜଳ୍ପି ନାନା ମତେ। ରାଧାନାଥ, ମହାଯାତ୍ରା।