ଜଳାଧିପ Jaḻādhipa

  • ସଂ. ବି. ( 6 ଷ୍ଠୀ ତତ୍; ଜଳ+ଅଧିପ) — ବରୁଣ — The water-god; Baruṇa
  • ସଂ. ବି. ( 6 ଷ୍ଠୀ ତତ୍; ଜଳ+ଅଧିପ) — ସମୁଦ୍ର — The ocean