ଜଳଧିଗା Jaḻadhigā

  • ସଂ. ବି. (ଜଳଧି+ଗମ ଧାତୁ+କର୍ତ୍ତୃ. ଅ+ସ୍ତ୍ରୀ. ଆ) — ଲକ୍ଷ୍ମୀ — The Goddess of wealth
  • ସଂ. ବି. (ଜଳଧି+ଗମ ଧାତୁ+କର୍ତ୍ତୃ. ଅ+ସ୍ତ୍ରୀ. ଆ) — ନଦୀ — River