ଜଳଦୋଷ Jaḻa-dosha

  • ସଂ. ବି. ( 6 ଷ୍ଠୀ ତତ୍; ଜଳ+ଦୋଷ) — ଶରୀରଭ୍ୟନ୍ତରାସ୍ଥ ଦୂଷିତ ଜଳର ବୃଦ୍ଧି; ଜଳୋଦରୀ ରୋଗ — Dropsy
  • ସଂ. ବି. ( 6 ଷ୍ଠୀ ତତ୍; ଜଳ+ଦୋଷ) — ବିଶୁଦ୍ଧ ପାନୀୟ ଜଳର ଅଭାବ ପରିଲକ୍ଷିତ ହେବା ସ୍ଥାନର ଦୋଷ — 1. Defect of a locality consisting of want of pure drinking water
  • ସଂ. ବି. ( 6 ଷ୍ଠୀ ତତ୍; ଜଳ+ଦୋଷ) — ଅଣ୍ଡକୋଷରେ ଦୂଷିତ ଜଳର ବୃଦ୍ଧି; କୁରୁଣ୍ଡ — Accummulation of water or serum in the testicles; hydrocele
  • ସଂ. ବି. ( 6 ଷ୍ଠୀ ତତ୍; ଜଳ+ଦୋଷ) — [ଦ୍ର—ଗୋଟିଏ ଅଣ୍ଡକୋଷରେ ଜଳବୃଦ୍ଧି ହେଲେ ଏକଶିରା ଓ ଦୁଇଟି ଯାକ କୋଷରେ ହେଲେ କୁରୁଣ୍ଡ କୁହାଯାଏ।]