ଜରିବୁଟା Jari-buṭā

  • ବୈଦେ. ବି (ଫା) — ଲୁଗାଆଦିରେ ଜରିଦ୍ୱାରା ବୁଣା ଯାଇଥିବା ନକ୍ଷତ୍ରକାର ବିନ୍ଦୁ ଓ ବର୍ତ୍ତୁଳ ଚିହ୍ନମାନ — Starlike points of lace woven on cloth; spangles
  • ବୈଦେ. ବି (ଫା) — ଜରିବୁଟା କଞ୍ଜ କସିଦା ପଡ଼ି କୁସମ୍ଭା ଦ୍ରବେ ଯାଇଅଛି ଜଡ଼ି—କବିସୂର୍ଯ୍ୟ, ଚନ୍ଦ୍ରକଳା।