ଜମ୍ଭଳା Jambhaḻā
- ସଂ. ବି. ସ୍ତ୍ରୀ. (ଜମ୍ବଳ+ସ୍ତ୍ରୀ. ଆ) — ଗୋଦାବରୀତୀରବାସିନୀ ପୁରାଣୋକ୍ତା ରାକ୍ଷସୀବିଶେଷ — Name of a demoness supposed to reside on the banks of the Godaveri river (in South India)
- ସଂ. ବି. ସ୍ତ୍ରୀ. (ଜମ୍ବଳ+ସ୍ତ୍ରୀ. ଆ) — [ଦ୍ର—ଜ୍ୟୋତିଷତତ୍ତ୍ୱ ଗ୍ରନ୍ଥରେ ଲେଖା ଅଛି ଯେ ସମୁଦ୍ରର ଉତ୍ତର ତୀରରେ ବାସ କରୁଥିବା ଜମ୍ଭଳା ନାମକ ରାକ୍ଷସୀକୁ ନିମ୍ନୋକ୍ତ ମନ୍ତ୍ର ବୋଲି ସ୍ମରଣ କଲେ ଗର୍ଭିଣୀ ପ୍ରସବବେଦନାରୁ ମୁକ୍ତ ହୋଇ ସୁପ୍ରସବ କରେ। ଯଥା—
- ସଂ. ବି. ସ୍ତ୍ରୀ. (ଜମ୍ବଳ+ସ୍ତ୍ରୀ. ଆ) — ଅସ୍ତି ଗୋଦାବରୀତୀରେ ଜମ୍ଭଳା ନାମ ରାକ୍ଷସୀ ତସ୍ୟା ସ୍ମରଣମାତ୍ରେଣ ବିଶଲ୍ୟା ଗର୍ଭିଣୀ ଭବେତ୍।]