ଜନ୍ମଗତ Janma-gata

  • ସଂ. ବିଣ. ( 2 ୟା ତତ୍; ଜନ୍ମ+ଗତ) — ଯାହା ଜନ୍ମ ସମୟରୁ କୌଣସି ଜୀବ ବା ବ୍ଯକ୍ତିଠାରେ ଥାଏ — Inherited from birth
  • ସଂ. ବିଣ. ( 2 ୟା ତତ୍; ଜନ୍ମ+ଗତ) — ବଂଶାନୁଗତ — Hereditary