ଜତ୍କତ୍ Jat-kat

  • ପ୍ରାଦେ. (ସମ୍ବଲପୁର) କ୍ରି. ବିଣ. (ସଂ. ଯତ୍ର ଓ କୁତ୍ର) — ଏଣେ ତେଣେ; ଯହିଁ ତହିଁ; ଯାହାଁ ତାହାଁ — Here and there; anywhere
  • ପ୍ରାଦେ. (ସମ୍ବଲପୁର) କ୍ରି. ବିଣ. (ସଂ. ଯତ୍ର ଓ କୁତ୍ର) — (ଯଥା—ସେ ଜତ୍କତ୍ ବୁଲୁଛି କାହାଁ ଯେ।)