ଜତୁ Jatu

  • ସଂ. ବି. (ଜନ୍ ଧାତୁ+କର୍ତ୍ତୃ. ଉ; ନ ସ୍ଥାନରେ ତ ଆଦେଶ) — ଲାଖ; ଜଉ — Lac; shell-lac
  • ସଂ. ବି. (ଜନ୍ ଧାତୁ+କର୍ତ୍ତୃ. ଉ; ନ ସ୍ଥାନରେ ତ ଆଦେଶ) — ଅଳକ୍ତ; ଅଳତା; ଯାବକ — Red dye or pigment for painting the feet of females