ଛୁଆଁରା Chhuāñrā

  • ଦେ. ବି (ସଂ. କ୍ଷୁତ୍+ହାରକ; ଆ. ଓ ଫା. ନାମ—ଖୁର୍ମା) — ଆରବଦେଶୀୟ ଶୁଖିଲା ଖଜୁରି କୋଳି; ଖୁର୍ମା; ଶୁଷ୍କ ଖର୍ଜୁର; ପିଣ୍ଡିଖଜୁର — Dried Arabian dates; (Phoenix Dactylifera)