ଛଳାଇବା Chhaḻāibā

  • ଦେ. କ୍ରି — ଥଟ୍ଟା କରିବା; ଉପହାସ କରିବା — To deride; to sneer
  • ଦେ. କ୍ରି — ଏବେ ବହତ ପବନ ବନପ୍ରିୟ ଭ୍ରମର ବୋଲି ଛଳାଇବି— ଭଞ୍ଜ, ପ୍ରେମସୁଧାନିଧି।
  • ଦେ. କ୍ରି — ମନକୁ ବାଧିଲା ଭଳି କଥା କହିବା — To make sarcastic remarks
  • ଦେ. କ୍ରି — ଶ୍ଳେଷରେ କହିବା — To satirise
  • ଦେ. କ୍ରି — ପ୍ରତାରିତ କରିବା — To cheat