ଛଳିତ Chhaḻita

  • ସଂ. ବି. (ଛଳି ନାମଧାତୁ+ଭାବ. ତ) — ଛଳନା (ଦେଖ) — Chhaḻanā (See)
  • ସଂ. ବିଣ (ଛଳ ଧାତୁ+କର୍ମ. ତ) — ପ୍ରତାରିତ — Cheated