ଛପାଛପି Chhapā-chhapi

  • ଦେ. ବି. — ମୁଦ୍ରଣ — Printing
  • ଦେ. ବି. — ଲୁଚାଇବା — Concealment; hiding
  • ଦେ. ବିଣ — ମୁଦ୍ରିତ — Printed
  • ଦେ. ବିଣ — ଲୁକ୍କାୟିତ — Concealed
  • ଦେ. କ୍ରି. ବିଣ — ଗୁପ୍ତଭାବରେ; ଲୁଚାଇକରି; ଗୁପ୍ଚୁପ୍; ଚୁପ୍ଚାପ୍ — Secretly