ଛଞ୍ଚା Chhan̄chā
- ଦେ. ବି — (ସଂ. ଶୌଚ)—ମଳ ଶୌଚକରିବା; ଛଅଞ୍ଚିବା — Washing of the anus after easing
- ଦେ. ବି — (ସଂ. ସଞ୍ଚ)—ଛାଞ୍ଚ (ଦେଖ) — Chhān̄cha (See)
- ଦେ. ବି — (ସଂ. ସଞ୍ଚୟ)—ସଞ୍ଚୟ — Hoarding; saving for future
- ଦେ. ବି — କୃପଣତା — Niggardliness
- ଦେ. ବି — (ସଂ. ସଞ୍ଚ=ଲେଖିବାର କାଳି) ଦେହରେ ଅଳଙ୍କାରାଦିର ଚାପଜନିତ ଦାଗ — Mark left on the body by pressure of ornaments
- ଗ୍ରା — (ସଂ. ସତ୍) ସତ୍ୟବତ୍ତା — Truthfulness
- ଗ୍ରା — ସତ୍ପଣ — Honesty
- ଗ୍ରା — ସତୀପଣ — Chastity
- ଗ୍ରା — ଆଗନ୍ତୁକ ଭଦ୍ରଲୋକଙ୍କୁ ଦିଆଯିବା ରନ୍ଧା ହୋଇ ନ ଥିବା ଖାଦ୍ୟୋପକରଣ; ସିଧା; ସଞ୍ଚା — Victuals presented to a guest for cooking his food
- ପ୍ରାଦେ (ସମ୍ବଲପୁର) ବି — ଓଳିଆ ବା ପୁଡ଼ୁଗ ବାନ୍ଧିବା ଦଉଡ଼ି — A string or rope for tying a rolled bundle of strand for storing grains
- ଦେ. ବିଣ. ପୁଂ (ସଂ. ସଞ୍ଚୟ) — କୃପଣ — Niggardly; close fisted
- ଦେ. ବିଣ. ପୁଂ (ସଂ. ସଞ୍ଚୟ) — ଯେ ସବୁ ପଦାର୍ଥକୁ ଭବିଷ୍ୟତ୍ ପାଇଁ ସଞ୍ଚୟକରି ରଖେ — One who stores things for future use