ଚୌମ୍ବକ Cha̲u̲mbaka

  • ସଂ. ବିଣ. (ଚୁମ୍ବକ+ସମ୍ବନ୍ଧାର୍ଥେ. ଅ) — ଚୁମ୍ବକ ସମ୍ବନ୍ଧୀୟ — Magnetic
  • ସଂ. ବିଣ. (ଚୁମ୍ବକ+ସମ୍ବନ୍ଧାର୍ଥେ. ଅ) — (ଯଥା—ଚୌମ୍ବକାକର୍ଷଣ।)