ଚୌପାଶ Cha̲u̲pāṣa

  • ଦେ. ବି. — ଚାରିପାଖ; ଚତୁର୍ଦ୍ଦିଗ — Four directions; four sides
  • ଦେ. ବି. — ମନ୍ଦର ଗିରି ପରି ସେ ପୁର ଚୌପାଶେ। କୃଷ୍ଣସିଂହ, ମହାଭାରତ, ବନ।