ଚୋଚ Chocha

  • ସଂ. ବି — ଡାଲଚିନି (ଦ୍ରବ୍ଯଗୁଣ) — Cinnamon-bark
  • ସଂ. ବି — ବଳ୍କଳ — Bark (M.W.)
  • ସଂ. ବି — ଚମ; ଛାଲ — Skin (M.W.)
  • ସଂ. ବି — ନଡ଼ିଆ ଫଳ — Cocoanut fruit (M.W.)
  • ସଂ. ବି — ତାଳ ଫଳ — The fruit of the fan-palm (M.W.)
  • ସଂ. ବି — କାଠିଆ କଦଳୀ — Banana (M.W.)
  • ସଂ. ବି — ଫଳର ଅଖାଦ୍ୟ ଅଂଶ — The uneatable part of a fruit (M.W.)